ତେଲକୋଇ: ଟୁଙ୍ଗୁରୁବାହାଳ,ସଲେଇ କେନା ଅଞ୍ଚଳରେ ରାତି ତମାମ ପଲୁଆ ହାତୀ ଆତଙ୍କ । ଅଞ୍ଚଳରେ ଭୟର ବାତାବରଣ । ଧାନଫସଲ ନଷ୍ଟ କରିବା ସହିତ ଭୟ
ଟୁଙ୍ଗୁରୁବାହାଳ,ସଲେଇ କେନା ଅଞ୍ଚଳରେ ରାତି ତମାମ ପଲୁଆ ହାତୀ ଆତଙ୍କ । ଅଞ୍ଚଳରେ ଭୟର ବାତାବରଣ । ଧାନଫସଲ ନଷ୍ଟ କରିବା ସହିତ ଭୟଙ୍କର ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ହେଉଛି । ବିଲହୁଡ଼ାରେ ଧାନଫସରେ ଜଗିରହିଥିବା ଚାଷୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ଆତଙ୍କ । ହାତୀଙ୍କୁ ତେଲକୋଇ ବନବିଭାଗ କଡ଼ା ନଜର ରଖିଛି । ଶନିବାର ରାତ୍ରୀ ୧୧.୫୦ମି ସମୟର ସୂଚନା ।