ଜୟପୁର: ଭାରତମାଳା କ୍ୟାମ୍ପ ରୁ ଲୁହା ଛୋଡ ଏବଂ ଆଇରନ ଏଙ୍ଗଲର ଚୋରି ମାମଲାରେ ତିନି ଗିରଫ, ବୋରିଗୁମ୍ମା ଠାରେ ସୂଚନା ଦେଲେ ଏସ ଡି ପି ଓ
ଭାରତମାଳା କ୍ୟାମ୍ପ ରୁ ଲୁହା ଛୋଡ ଏବଂ ଆଇରନ ଏଙ୍ଗଲର ଚୋରି ମାମଲାରେ ତିନି ଗିରଫ l ଆଜି ସଂନ୍ଧ୍ୟା 7ଟା ରେ ବୋରିଗୁମ୍ମା ଏସଡିପିଓ ସତ୍ୟ ବ୍ରତ ଲେଙ୍କା ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତ 5 ତାରିଖ ରାତିରେ ବୋରିଗୁମ୍ମା ସାନଦୁବୁଲି ଠାରେ ଏଚ ଜି ଇନ୍ଫ୍ରା ଭାରତମାଳା କ୍ୟାମ୍ପ ରୁ କିଛି ଦୁର୍ବୃତ୍ତ ଏକ କୁଇଣ୍ଟାଲ ଲୁହା ଛୋଡ, ସେଣ୍ଟେରିଙ୍ଗ ପ୍ଲେଟ, ଆଇରନ ଏଙ୍ଗଲର ଚୋରି କରି ନେଇଥିବା ନେଇ କ୍ୟାମ୍ପ ପକ୍ଷରୁ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା |