Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Fisheries
Nfdp
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ସୁକିନ୍ଦା: ଟାଙ୍ଗିରିଆପାଳ ରାସ୍ତାରେ ନିଆଁ ଲାଗି ଜଳିଗଲା 14 ଚକିଆ ଟ୍ରକ

Sukinda, Jajpur | Dec 1, 2025
ବ୍ରାହ୍ମଣିପାଳ ପାଖ ଟାଙ୍ଗିରିଆପାଳ ରାସ୍ତାରେ ନିଆଁ ଲାଗି ଏକ 14 ଚକିଆ ଟ୍ରକ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଟାଙ୍ଗିରିଆପାଳ ରାସ୍ତାରେ ଠିଆ ହୋଇଥିବା 14 ଚକିଆ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ସୁକିନ୍ଦା ଆଗ୍ନିକ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ଅଗ୍ନୀକ କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରକ୍ ଟି ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

MORE NEWS