ତେଲକୋଇ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ,ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡରେ ଜଣକ ପ୍ରାଣ ଗଲା ଅନ୍ୟଜଣେ ଗୁରୁତର
ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ,ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡରେ ଜଣକ ପ୍ରାଣ ଗଲା ଅନ୍ୟଜଣେ ଗୁରୁତର କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଗତ ରାତିରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି,ମୃତକ ଜଣକ ହେଲେ ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ରୁଗୁଡିହି ଗ୍ରାମର ଚକ୍ରଧର ମହାରଣା, ବୟସ ୧୯ ବର୍ଷ,ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ୩୯ ଟିକିଆ ହାତୀ ପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ,ଅନ୍ୟମାନଙ୍କ ସହିତ ଚକ୍ରଧର ମଧ୍ୟ ହାତୀ ପଲକୁ ଦେଖୁଥିବା ବେଳେ ଏକ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଥିବା ବେଳେ ପୁଣି ସକାଳେ