ଛତ୍ରପୁର: ବାପାକୁ ଘର ଭିତରେ ରଖି ବାହାରପଟୁ ତାଲା ପକାଇ ପୁଅ ଫେରାର, ବ୍ରହ୍ମପୁର ଗାନ୍ଧି ନଗର ଅଞ୍ଚଳରୁ ଆସିଲା ଏଭଳି ଦୃଶ୍ୟ
Chhatrapur, Ganjam | Jul 24, 2025
ଘର ଭିତରେ ବାପା। ବାହାର ପଟୁ ତାଲା ପକାଇ ଫେରାର ହୋଇଗଲା ପୁଅ। ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି...