କୋଟପାଡ: ବୋରିଗୁମ୍ମା ଆଦିବାସୀ ଜାଗରଣ ସଂଘ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ବ୍ଲକ ଅଧ୍ଯକ୍ଷା ଉପସ୍ଥିତ
ବୋରିଗୁମ୍ମା ଆଦିବାସୀ ଜାଗରଣ ସଙ୍ଗ ଗୃହ ଠାରେ ହେଵାକୁଯାଉଥିବା ବିଶ୍ବ ଆଦିବାସୀ ଦିବସ କୁନେଇ ପ୍ରସ୍ତୁତି ବୈଠକ ଆଜି ସଭାପତି ଶ୍ରୀ ସତ୍ୟ ନାରାୟଣ ନାୟକ ସଭାପତିତ୍ବରେ ବୋରିଗୁମ୍ମା ଆଦିବାସୀ ଜାଗରଣ ସଙ୍ଗ ଗୃହ ଠାରେ ଆଗାମୀ ଅଗଷ୍ଟ 9 ତାରିଖ ରେ ହେବାକୁ ଯାଉଥିବା .ବିଶ୍ବ ଆଦିବାସୀ ଦିବସ ପାଳନ ଉପଲକ୍ଷେ ଜରୁରୀ ପ୍ରସ୍ତୁତି ବୈଠକ କରାଯାଇଥିଲା ଉକ୍ତ ବୈଠକରେ ବହୁତ ସମୟ ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା ବୈଠକରେ ଉପସ୍ଥିତ ଥିଲେ ଉପ ସଭାପତି ଶ୍ରୀ କମୁଳୁ ଜାନି ବ୍ଲକ ଅଧ୍ୟକ୍ଷା ଦୀପ୍ତି ମୟୀ ନାୟକ ଉପଦେଷ୍ଟା ଶ୍ରୀ ଧନପତି ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ