କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର ବ୍ଲକର ରାଣୀଡୁଡୁମା ରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ। ପ୍ରତେକ ଦିନ ଶତାଧିକ ପର୍ଯ୍ୟଟକ ରାଣୀଡୁଡୁମା ଆସି ପ୍ରାକୃତିର ମଜା ନେଉଛନ୍ତି। ଓଡିଶା ସମେତ ପଡୋଶୀ ଆନ୍ଧ୍ର ପର୍ଯ୍ୟଟକ ମଧ୍ଯ ରାଣୀଡୁଡୁମା ଆସି ଜଳପ୍ରପାତର ମଜା ନେଉଥିବା ଆଜି ଦିନ ୩ଟା ସମୟରେ ଦେଖିବାକୁ ମିଳିଛି।