ଝାରସୁଗୁଡ଼ା ଜିଲ୍ଲା ର ଜଣେ ଆଇନଜୀବି ଅସୀମ ପଟେଲ ଢେଙ୍କାନାଳ ଶିକ୍ଷା ବିଭାଗ କୁ କିଛି ତଥ୍ୟ rti ମାଧ୍ୟମରେ ମାଗିଥିଲେ ଯାହାର ଉତ୍ତର ମିଳିବାରେ ବିଳମ୍ବ ହେବାରୁ ଖାଉଟି ଅଦାଲତ ର ସାହାରା ନେଇଥିଲେ ପରବର୍ତ୍ତୀ ସମୟରେ ଖାଉଟି ଅଦାଲତ ଢେଙ୍କାନାଳ ଶିକ୍ଷା ବିଭାଗ କୁ ୩୦ ହଜାର ଟଙ୍କା ଫାଇନ ଦେବା ପାଇଁ ଆଦେଶ ଦେଇଛନ୍ତି ।