ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ବାସି ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି l ଆଜି ଅପରାହ୍ନ ୩ ଟା ସମୟରେ ଏଭଳି ଅଭିଯୋଗ ହୋଇଛି l କାରଣ ଦଣ୍ଡାବାଡି ପଂଚାୟରେ ପାଞ୍ଚଟି ଗାଁ କୁ ପକ୍କା ରାସ୍ତା ନାହିଁ, କେବଳ ଫଳକ ମାରି ଚୁପ ବସିଛି ପ୍ରଶାସନ l ଅଧପାନ୍ତିରିଆ ରାସ୍ତା କୁ ନେଇ ହନ୍ତସନ୍ତ ପଂଚାୟତ ବାସି l ଏଥିଲାଗି ରାସ୍ତା ନିର୍ମାଣ ଶେଷ ହେଲେ ଭୋଟ ଦେବେ ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ପଂଚାୟତର ସରପଞ୍ଚ ଚେଣ୍ଡିଆ ଖିଲ ସମତ ଗ୍ରାମବାସି l