Public App Logo
କଟକ ପୌରାଞ୍ଚଳ: ବାଲିକୁଦା ଛକରୁ ୬୬ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ଅଭିଯୁକ୍ତ କୋର୍ଟ ଚାଲାଣ - Cuttack M Corp PS News