ସୋନପୁର: ପଟାଭାଡ଼ି ରାମ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ ପାଳିତ ହୋଇ ଯାଇଛି
ପଟାଭାଡ଼ି ରାମ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ ପାଳିତ ହୋଇ ଯାଇଛି।ସୁବର୍ଣ୍ଣପୁର ଜିଲ୍ଲାର ସଦର ପଟା ଭାଡ଼ି ରାମ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ ପାଳିତ ହୋଇ ଯାଇଛି,ଏହି ଅବସରରେ ସଦର ଉପଜିଲ୍ଲାପାଳ ଡ.ସୋମ୍ୟ ରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗାଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।