ଗୋବିନ୍ଦପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ କିନାବଗାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲା ସମ୍ବଲପୁର ପୋକସୋ ଅଦାଲତ
Govindpur, Sambalpur | Jul 15, 2025
ଗୋବିନ୍ଦପୁର ଥାନା ଅଞ୍ଚଳ ର ଜଣେ ୧୬ ବର୍ଷୀୟା ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ସମ୍ବଲପୁର ପୋକସୋ ଅଦାଲତ ଦୋଷୀକୁ ୧୨ ବର୍ଷ କାରାଦଣ୍ଡ...