ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ଥାନା ଅଧୀନ ପ୍ରତାପ ରାମଚନ୍ଦ୍ରପୁର ଗ୍ରାମରୁ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଶନିବାର ମହିଳାଙ୍କୁ ପୋଲିସ ଗିରଫ କରିଛି।
Puri M, Puri | Jul 26, 2025
ପ୍ରତାପ ରାମଚନ୍ଦ୍ରପୁର ଗ୍ରାମରେ ଜଣେ ମହିଳା ମଦ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା, ଚନ୍ଦନ ପୁର ପୋଲିସର ଏକ ଟିମ୍ ମହିଳାଙ୍କ ଘରେ ଚଢ଼ାଉ...