ଲକ୍ଷ୍ମୀପୁର: ଦଶମନ୍ତପୁର ଥାନାରେ ଭିଜିଲାନ୍ସ ଟିମ୍ର ଚଢାଉ
ଭିଜିଲାନ୍ସ ପଞ୍ଝା ରେ ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା ଥାନାରେ ହୋଇଥିବା ଏକ ମାମଲାର ରଫାଦଫା କରିବାକୁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆଜି ମାଗିଥିବା ଲାଞ୍ଚ ଟଙ୍କା ନେଉଥିବା ସମୟରେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ଟିମ* *ଦଶମନ୍ତପୁର ଥାନା ଭିତରେ ଘନଘନ ଜୟପୁର ଭିଜିଲାନ୍ସ ଟିମ ଯାଞ୍ଜ କରୁଥିବା ଦିନ ୧୧.୪୫ ସମୟରେ ଦେଖିବାକୁ ମିଳିଛି।