ପବିତ୍ର ନବମୀପୂଜା ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଣିନାଗେଶ୍ଵର ମଣ୍ଡଳର ବିଭିନ୍ନ ପୂଜା ମଣ୍ଡପରେ ମା' ଙ୍କ ଦର୍ଶନ କରିବା ସହ ରେମୁଣା ବିଧାୟକ ବୁଧବାର ସଂଧ୍ୟା ୭ଘଟିକା ରେ ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ।ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।