ବିଜେପି ପକ୍ଷରୁ ସନ୍ଥକବି ଭୀମଭୋଇ ମଣ୍ଡଳୀର ନୁତନ କମିଟି ଗଠନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ କଦଳୀଗଡ ଜୋନ ୨ ବିଜେପି ପକ୍ଷରୁ ସନ୍ଥକବି ଭୀମଭୋଇ ମଣ୍ଡଳୀର ନୂତନ କମିଟି ଓ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି । ମଣ୍ଡଳ ସଭାପତି ଶାନ୍ତାନୁ ବାରିକ ବୁଧବାର ସକାଳେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏଥିରେ ଉପ ସଭାପତି ଭାବେ ସତ୍ୟବ୍ରତ ପ୍ରଧାନ , ୬ ଜଣ ଉପସଭାପତି , ଦୁଇ ଜଣ ସାଧାରଣ ସଂପାଦକ ଓ ୫ ଜଣ ସଂପାଦକ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଯୁବ ମୋର୍ଚ୍ଚା ସଭାପତି ଭାବେ ସୁମନ୍ତ ସାହୁ , ମହିଳା ମୋର୍ଚ୍ଚା ସଭାପତି ମମତା ସେଠୀ , କ