ବଲାଙ୍ଗୀର: ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରି ପ୍ରତିକ୍ରିୟା ରଖିଲେ ବିଧାୟକ ଲକ୍ଷ୍ମଣ ବାଗ
ଆଜି ସନ୍ଧ୍ୟା ୬ ଟା ୩୦ ମିନିଟ ସମୟରେ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ବିଧାନ ସଭା ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ଦଳ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାର ହୋଇଥିବା ବିକାଶ ମୂଳକ କାମର ସମୀକ୍ଷା ଏହି ବୈଠକରେ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ