ଦୀର୍ଘ ୧୨ ବର୍ଷ ପରେ ସମ୍ବଲପୁର ମାଟି ରେ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଛି ମାର୍ବାଡ଼ ମହୋତ୍ସବ । ରେମେଡ ଛକ ନିକଟସ୍ଥ ଲରପଙ୍କ ଠାରେ ଆସନ୍ତା ୧୮ ରୁ ୨୨ ପାଞ୍ଚ ଦିନ ବ୍ୟାପି ହେବାକୁ ଯାଉଛି ଓଡିଶା, ରାଜସ୍ଥାନ ଓ ହରିୟାଣା ତିନୋଟି ରାଜ୍ୟ ର ସାଂସ୍କୃତି, ପରମ୍ପରା ଐତିହ ର ମହାମିଳନ । ଏନେଇ ଆଜି ଦିନ 1 ଟା ସମୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l "ଏକ୍ ଭାରତ୍ ଶ୍ରେଷ୍ଠ ଭାରତ୍" ପରିକଳ୍ପନା ର ଏକ ଅଂଶ ବିଶେଷ ହେଉଛି ଏହି ମାର୍ବାଡ ମହୋତ୍ସବ । ମାରୱାଡି ଯୁବା ମଞ୍ଚ, କ୍ଷେତରାଜପୁର ଶାଖା ଏବଂ ରାଜସ୍ଥାନ ଫାଉଣ୍ଡସନ, ଓଡିଶା ର ମିଳିତ ଆନୁକୂଲ୍ୟ ରେ ହେଉଥିବା ଏହି ମହ