ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସନ୍ତି ଲଜ ନିକଟରେ ଏକ ପାଇଖିନା ଟାଙ୍କି ନିକଟରୁ ମଙ୍ଗଳ ବାର ରାତିରେ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ନିହଲ ପ୍ରସାଦ ଥାନା କାଶିପୁର ଗ୍ରାମର ଦଳେଇ ମଳିକ । ସେ ଭୁଵନ ଵାସନ୍ତୀ ଲଜ ନିକଟରେ ପାଇଖାନା ଟାଙ୍କିରୁ ପାଣି ମୋଟର ଯୋଗେ ବାହାର କରୁଥିଲେ । ତାଙ୍କ ସହିତ ନିଳକଣ୍ଠ ପୁର ଗ୍ରାମର ପିଣ୍ଟୁଆ ମଳିକ କମରେ ଥିଲେ । ସେ କିଛି ସମୟ ଘରକୁ ଯାଇ ଫେରିବା ବେଳକୁ ଦଳେଇ ପାଇଖିନା ଟାଙ୍କି ନିକଟରେ ଅଚେତ ହୋଇ ପଡ଼ି ରହିଥିଵା କହିଛନ୍ତି । ସେ ବେହୋସ୍ ହୋଇଥିବା ଦେଖିଲା ପରେ ନିକଟରେ ଥିବା ଲୋକମାନଙ୍କୁ ନିବେଦନ କରିଥିଲେ ଦଳେଇଙ୍କୁ ଡାକ୍