ବଲାଙ୍ଗୀର: ବଲାଙ୍ଗିରରେ ପ୍ରତିକ୍ରିୟା ରଖି ଅନନ୍ତା ଚଳଚ୍ଚିତ୍ରକୁ ପ୍ରଶଂସା କଲେ ବରିଷ୍ଠ କଳାକାର ଅନନ୍ତ ଦାସ
ଆଜି ବଲାଙ୍ଗିର ରେ ଓଡ଼ିଆ ଚଳଚ୍ଚିତ୍ର ଅନନ୍ତା ରିଲିଜ୍ କରାଯାଇଥିଲା। ଏହି ଅବସରରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ବଲାଙ୍ଗିର ର ବରିଷ୍ଠ କଳାକାର ଅନନ୍ତ ଦାସ ନିଜର ପ୍ରତିକ୍ରିୟା ରଖି ଅନନ୍ତା ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି।