ନର୍ଲା ଥାନା ଅଞ୍ଚଳରେ ଦିନକୁ ଦିନ ଦ୍ରୁତ ଗତିରେ ଦୁଇ ଚକିଆ ଚାରି ଚକିଆ ଯାନ ବାହାନ ଚଳାଚଳ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ନିରିହ ଲୋକଙ୍କର ଜୀବନ ଯାଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନର୍ଲା ଥାନା ଅଧିକାରୀ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ଆଜି ଶନିବାର ଦିନ ଅପରାହ୍ନ ଚାରିଟା ସମୟରେ ଥାନା ସମ୍ମୁଖରେ ଯାତାୟାତ କରୁଥିବା ସମସ୍ତ ଯାନ ବାହାନ କୁ କଡ଼ା କଡି ଭାବରେ ଯାଞ୍ଚ କରାଯାଇଛି