ଝାରସୁଗୁଡା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଝାରସୁଗୁଡା ବିଧାୟକ ଙ୍କୁ ସାକ୍ଷାତ କଲେ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ 2026 ରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିବା ଝାରସୁଗୁଡା ଖେଳାଳି l ଝାରସୁଗୁଡା ର ଖେଳାଳି ଅଂଶୁମାନ ଭୌମିକ, ସୋହେଲ ଗୁରୁଙ୍ଗ, ରାହୁଲ ସା ଏବଂ ଦୀପାଂଶୁ ବାମେଲ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ 2026 ରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି l ଏହି ଖେଳାଳିମାନେ ଆଜି ସନ୍ଧ୍ୟା ୬ଟା ୩୦ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସାକ୍ଷାତ କରିଥିବାବେଳେ ସେମାନଂକୁ ବିଧାୟକ ଅଭିନନ୍ଦନ ଜଣାଇଛନ୍ତି l ଏହି ସଫଳତା ସେମାନଙ୍କର ଦୃଢ଼ତା, ସମର୍