ଉଦଳା: ୟୁନିକ ପ୍ରେସ କ୍ଲବ ପକ୍ଷରୁ ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ପାଳିତ
ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍, ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ସିହ୍ନା ଏବଂ ୟୁନିକ ପ୍ରେସ କ୍ଲବର ବଶିଷ୍ଠ ସାମ୍ୱାଦିକ ମାନେ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ୨୦୨୫ ପାଳନ ନେଇ ନିଜର ବକ୍ତବ୍ୟ ରଖିଥିଲେ।