ଭେଡେନ: ଗଲିମା ଠାରେ ଅନୁଷ୍ଠିତ ୨୪ ପ୍ରହରୀ ନାମଯଜ୍ଞରେ ଯୋଗଦେଲେ, ସ୍ଥାନୀୟ ବିଧାୟିକା
ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡେନ ବ୍ଲକ ମାନପୁର ପଞ୍ଚାୟତ ଗଲିମା ଗ୍ରାମରେ ଅନୁଷ୍ଠିତ ୨୪ ପ୍ରହରୀ ନାମଯଜ୍ଞ ଆଜି ରବିବାର ଉଦଯାପିତ ହୋଇଯାଇଛି ।ଏହି ଅବସରରେ ସନ୍ଧ୍ଯା ୫ଟା ସମୟରେ ଅତାବିରା ବିଧାୟିକା ତଥା ରାଜ୍ଯ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗଦାନ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ। ପରେ ଗ୍ରାମର ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାମ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।