ବଲାଙ୍ଗୀର: ନାବାଳିକା ଗଣ ଦୁଷ୍କର୍ମ ଘଟଣା ଅଧିକ ତଦନ୍ତ ପାଇଁ ତୁରେକେଲା ପହଞ୍ଚି ପ୍ରତିକ୍ରିୟା ରଖିଲେ ଏସପି
ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଭିଡ଼ିଓ ଆଧାରରେ ତୁରେକେଲା ପୋଲିସ ଗତ କାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଆଜି sp ପହଞ୍ଚି ତୁରେକେଲା ଥାନା ପହଞ୍ଚି ଅଧିକ ତଦନ୍ତ କରିଥଲେ।