ପୂର୍ତ୍ତ ବିଭାଗର ଅଜବ ନୀତି, ବାଟଗାଁ ରାସ୍ତାର ପୋଲ କଂକ୍ରିଟ ଭାଙ୍ଗି ପିଚୁ କରିବ ବିଭାଗ,ପୂର୍ତ୍ତଵିଭାଗର ଅଜବ ନିତି, କଂକ୍ରିଟ ଉଠାଇ ପିଚୁ ପକାଇବାକୁ ଅଧିକାରୀଙ୍କ ଆଦେଶ । ଡେମେଜ ବ୍ରିଜକୁ ଛାଡି ଭଲ ଭଲ ବ୍ରିଜ ଉପରେ ଚାଲିଛି ରାସ୍ତା କାମ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଠାରୁ ବାଟଗାଁ କୁ ସଂଯୋଗ କରୁଥିବା ୫୫ ନଂ ଜାତୀୟ ରାଜପଥ ଛାତି ଉପରେ କମପ୍ରେସର ମେସିନ ଦ୍ୱାରା ଭଲ ବ୍ରିଜକୁ ଶୁକ୍ରବାର ସକାଳେ ଠିକା ସଂସ୍ଥା ପକ୍ଷରୁ ଖୋଲା ଯାଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ଗମନା ଗମନ ପାଇଁ ରାଜ୍ୟ ସରକାର କିଛି ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ଏକ ଜଣାଶୁଣା ଠିକାସଂସ୍ଥା ଦ୍ୱାରା ନାକଟି