ଆଠମଲ୍ଲିକ: ନା ବାଳିକା କୁ ଅପହରଣ କରି ବଳତ୍କାର ଯୁବକ ଗିରଫ
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳ ର ଜଣେ ୧୭ ବର୍ଷୀୟା ନା ବାଳିକା କୁ ଅପହରଣ କରି ନେଇ
ବଳତ୍କାର କରିଥିବା ଉକ୍ତ ନା ବାଳିକା ପରିବାର ପକ୍ଷରୁ ହଣ୍ଡପା ଥାନା ରେ ବୁଧବାର ଦିନ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୪୦୭/୨୫ ରେ ଏକ ମାମଲା ରୁଜୁ କରିଛି । ଏଥିରେ ସମ୍ପୂର୍କ୍ତ ଥିବା ନୁନୁକାପସି ଅଞ୍ଚଳର ଯୁବକ ଆକାଶ ବେହେରା ଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟ କୁ ଗୁରୁବାର ଅପରାହ୍ନ 4 ତା ରେ ଚାଲାଣ କରିଛି । ପୋଲିସ କହିଛି ଯେ ଉକ୍ତ ନା ବାଳିକା ତାଙ୍କ ଘରେ ଥିବା ବେଳେ ଆକାଶ ତାଙ୍କୁ ଘରୁ ଅପହରଣ କରି ନେଇ ତାଙ