ସୂଚନା ମୁତାବକଏକ ଟ୍ରକ୍ ଗାଡ଼ି ନମ୍ବର CG 06 GZ 6377 ଯୋଗେ ଗତ ରବିବାର ଦିନ ରାୟପୁର ଠାରୁ ମାଲ୍ ବୋଝେଇ ହୋଇ ବିଶାଖାପାଟଣାକୁ ଯାଉଥିବା ବେଳେ ଟ୍ରକ୍ ଡ଼୍ରାଇଭର ଙ୍କୁ ନିଦ ଲାଗିଥିଲା ଡ୍ରାଇଭର ଛତିକୁଡ଼ା ଛକ ନିକଟରେ ଟ୍ରକ୍ ରଖିଦେଇ ରାତ୍ର ସମୟରେ ସୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଚୋର ଆସି ଟ୍ରକ୍ ର ଝରକା ଓ କବାଟ ଭାଙ୍ଗି ଡ୍ରାଇଭର ଙ୍କ ପାଞ୍ଚ ହାଜର ଟଙ୍କା ସହିଟ ମୋବାଇଲ ଫୋନ୍ ଚୋରି କରି ନେଉଥିଲେ ଏ ନେଇ ଆଜି ଷୋମବାର ଦିନ ସକାଳ ନଅ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଡ୍ରାଇଭର