ଝାରସୁଗୁଡ଼ାର ବୁରୋମାଲ ଅଞ୍ଚଳରେ ଚଢାଉ କରି ବ୍ରାଉନ ସୁଗର ଜବତ କରିବା ସହ ୩ ଜଣ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ l ବୁରୋମାଲ ଅଂଚଳରେ ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ରାଉନ୍ ସୁଗାର ବିକ୍ରୟ ଏବଂ ରଖିବା ନେଇ ସୂଚନା ପାଇ ସଦଳ ଵଳେ ପୋଲିସ ଟିମ ଆଜି ଚଢାଉ କରିଥିଲା l ସେଠାରୁ ୧୯ ଗ୍ରାମ ବ୍ରାଉନ ସୁଗର ସହ ୩ ଜଣ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ସୁଶାନ୍ତ କୁମ୍ଭାର, ରାକେଶ ସିନ୍ଧି, ନବୀ ଖାନ ହୋଇଥିବାବେଳେ ସେମାନଙ୍କ ନିକଟରୁ ଏକ ମୋଟର ସାଇକେଲ, ୩ ଟି ମୋବାଇଲ, ଏକ ବେଗ ଏବଂ ୨୭୩୦ ନଗଦ ଟଙ୍କା ଜବତ କରିଥିବା ନେଇ ପୋଲିସ ଆଜି ସନ୍ଧ୍ୟା ୭ ଟା ୩୦ ରେ ସୂଚନା ଦେଇ