ଆଠମଲ୍ଲିକ: ଗଛ ରେ ପିଟି ହେଲା ବାଇକ ଜଣେ ମୃତ
ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ଚିନ୍ତା ମଣି ପୁର ନିକଟରେ ରବିବାର ସନ୍ଧ୍ୟା 6 ଟା ରେ ଏକ ବାଇକ ଗଛ ରେ
ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣା ରେ ବାଇକ ର ଚାଳକ ଆଠମଲ୍ଲିକ ଥାନା ନୁଆଁ ଗଡ଼ ଗ୍ରାମର ପ୍ରଦୀପ ନାୟକ (45) ଙ୍କର ମୃତ୍ୟୁ ହୋଇଛି l ଘଟଣା ରୁ ଜଣା ପଡିଛି ଜେ ପ୍ରଦୀପ କୌଣସି କାମ ରେ ସେ ଠାକୁର ଗଡ଼ ରାଜିଙ୍ଗ ଅଞ୍ଚଳ କୁ ଆସିଥିଲେ l ପରେ ସେ ତାଙ୍କ ବାଇକ ଯୋଗେ ତାଙ୍କ ନୁଆଁ ଗଡ଼ ଗ୍ରାମକୁ ଯାଉଥିବା ବେଳେ ଗଛ ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା l ଏହି ଦୁର୍ଘଟଣା ରେ ଘଟଣା ସ୍ଥଳ ରେ ପ୍ରଦୀପ ଙ୍କର ମୃତ୍ୟୁ ହୋଇ