ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ରେଙ୍ଗାଲି ଗ୍ରାମ ପଂଚାୟତ ରାଜୀବ ଗାନକୌଔଧୀ ସେବା କେନ୍ଦ୍ର ଠାରେ ପଂଚାୟତ ସମିତି ସୋନପୁର ତରଫରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି!ଗୋଷ୍ଟୀ ଉନ୍ନୟନ ଅଧିକାରୀ ସଂଜୀବ କୁମାର ସାହୁ ଯୋଗ ଦେଇ ଆପତ୍ତି, ଅଭିଯୋଗ ର ଶୁଣାଣି କରିଥିଲେ ,କାର୍ଯ୍ୟନିର୍ବାହୀ ଅଧିକାରୀ ,ପଦ୍ମନାଭ ପଣ୍ଡା, ସ୍ଵଛ ଭାରତ ମିଶନ ରୁ ବିବେକାନନ୍ଦ ପଣ୍ଡା,ଆଇ ସି ଡି ଏସ ର ମହିଳା ପରିଦର୍ଶିକା, ଯୋଗାଣ ବିଭାଗ ଅଧିକାରୀ,ପ୍ରତ୍ୟାଶା ମିଶ୍ର,ଏ ପି ଓ ସୋନାଲି ଦାସ,ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷ୍ୟା ଅଧିକାରୀ ଅମରଜିତ ସାହୁ ଯୋଗ ଦେଇଥିଲେ।