ନର୍ଲା: ନର୍ଲା ସହର ମଧ୍ୟରେ ଏକ ଅଟୋ କୁ ମୋଟର ସାଇକେଲ ଚାଳକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବତ୍ତିଲେ ଚାଳକ ଥାନାରେ ଅଭିଯୋଗ
ଆଜି ଶୁକ୍ରବାର ଦିନ ସନ୍ଧ୍ୟା ଚାରି ଘଣ୍ଟା ସମୟରେ ଏକ ଅଜଣା ମୋଟର ସାଇକେଲ ଯୋଗେ ଜଣେ କୋଡିଏ ବର୍ଷୀୟ ଯୁବକ ନର୍ଲା ସହର ମଧ୍ୟରେ କ୍ଷୀପ୍ର ଗତିରେ ଯାଉଥିବା ବେଳେ ଏକ ଅଜଣା ଓ ଟୋ ରେ ପିଟି ହେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏହି ଦୁର୍ଘଟଣା ରେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ ଘଟଣା କୁ ନେଇ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ କୁ ଜୀମା ଦେବା ପରେ ମାଡ଼ ପିଟ ଘଟଣା କୁ ନେଇ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି