ହଣ୍ଡପା ପୋଲିସ ରବିବାର ଦିନ ଅପରାହ୍ନ ୪ ଟା ରେ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଅଞ୍ଚଳ ର ଜଗଦୀଶ ବେହେରା ଓ କିଶୋରନଗର ଥାନା କେନ୍ଦୁନାଳୀ ଗ୍ରାମର ସୁମନ ପ୍ରଧାନ ଙ୍କୁ ଗିରଫ କରିଛି । ଅ ନେଇ ପୋଲିସ ନମ୍ବର ୪୪୦/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିୟସ କହିଛି ଯେ ଉଭୟ ଦୁଇ ଜଣ ହଣ୍ଡପା ଥାନା ଅଞ୍ଚଳ ର ୧୭ ବର୍ଷୟା ନା ବାଳିକା ଜଣ ଙ୍କୁ ଅପହରଣ କରିନେଇଥିଲେ । ପରେ ଉକ୍ତ ନା ବାଳିକା କୁ ସୁମନ ଙ୍କ ଘରେ ରଖିଥିଲେ । ଏ ନେଇ ଉକ୍ତ ନା ବାଳିକା ଙ୍କର