Public App Logo
Jansamasya
National
Fidfimpact
Pmmsy
Fitwithfish
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi

ବଲାଙ୍ଗୀର: ଅର୍ଜୁନପୁର ଦେଓଗାଁ ବ୍ଲକ୍ ମେଗା ପାଇପ୍ଡ୍ ଜଳଯୋଗାଣ ପ୍ରକଳ୍ପ ସ୍ଥଳର ପୂର୍ଣ୍ଣାଙ୍ଗ ନୀରୀକ୍ଷଣ କଲେ PR&DW ବିଭାଗର କମିଶନର-କମ୍-ସେକ୍ରେଟାରୀ

Balangir, Balangir | Nov 20, 2025
ଦେଓଗାଁ ବ୍ଲକ୍, ଅର୍ଜୁନପୁର – ପିଆର୍ ଏଣ୍ଡ ଡବ୍ଲ୍ୟୁ ବିଭାଗ, ଓଡ଼ିଶାଙ୍କ କମିଶନର-କମ୍-ସେକ୍ରେଟାରୀ ମହାଦୟ ଆଜି ଅର୍ଜୁନପୁର ସ୍ଥିତ ମେଗା ପାଇପ୍ଡ୍ ଜଳଯୋଗାଣ ପ୍ରକଳ୍ପ ସ୍ଥଳକୁ ପହଁଚି ପ୍ରକଳ୍ପର କାର୍ଯ୍ୟନିଷ୍ପାଦନ ଗତିପଥକୁ ନିକଟ ନୀରୀକ୍ଷଣ କରିଥିଲେ । ସ୍ଥଳ ପରିଦର୍ଶନ ସମୟରେ କାମର ଗୁଣବତ୍ତା, ଗତି ଓ ଲୋକପ୍ରୟୋଜନୀୟ ଲକ୍ଷ୍ୟ ପୂରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ଏହି ମେଗା ପ୍ରକଳ୍ପ ଦ୍ୱାରା ଦେଓଗାଁ ବ୍ଲକ୍ ଅଧୀନ ଅନେକ ଗ୍ରାମକୁ ସୁଚ୍ଛ ଓ ସୁରକ୍ଷିତ ପାଣି ଯୋଗାଣ ନିଶ୍ଚିତ ହେବ ବୋଲି ଅଧିକାରୀମାନେ ଜଣାଇଛନ୍ତି ।

MORE NEWS