Public App Logo
ଫୁଲବାଣୀ ସହର: ଆସନ୍ତା କାଲି ଗ୍ରିଡ ମରାମତି ପାଇଁ ବିଦ୍ୟୁତ୍ ସେବା କନ୍ଧମାଳ ଜିଲ୍ଲାରେ ସକାଳ ଘ 7.30 ମିନିଟ ରୁ ସଂଧ୍ୟା 5 ଘଣ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ - Phulabani Town News