ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ଜିଲ୍ଲା ପରିଷଦ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ
ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ ଜିଲ୍ଲାର ବିକାଶ ଦିଗରେ ଆଲୋଚନାରେ ଭାଗ ନେଇଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲାକୁ ଘୋର ଅବହେଳା କରାଯାଉଥିବା ଅଭିଯୋଗ ଆଣି ଆଜି ମଧ୍ୟାହ୍ନ ୧୨ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ।