ମୋହନା: ପାରଳାଖେମୁଣ୍ଡି ରେ ତିନି ରଥ ରେ ସନ୍ଧ୍ୟା ଆଳତି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଆଡପ ମନ୍ଦିର ରୁ ରଥ ବିଜେ ହୋଇଥିଲେ ମହାପ୍ରଭୁ ପରେ ରଥ ଟଣା ଯାଇଥିଲା ସୋମବାର ପ୍ରବଳ ଭିଡ଼ ଜମିଥିବା ବେଳେ ଶ୍ରୀ ମନ୍ଦିର ନିକଟ କୁ ତିନି ରଥ ପହଞ୍ଚି ବା ପରେ ସନ୍ଧ୍ୟା ଅଳତାତି ରାତି 8ଟା ରେ ହେଇଥିଲା ତିନି ଠାକୁର ଙ୍କ ଭକ୍ତ ଙ୍କ ଭିଡ଼ ଜମିଥିବା ସୂଚନା ମେଳିଛି