କଣ୍ଟାବାଞ୍ଜି: ଚାନ୍ଦୋତର ରୁ ଗଞ୍ଜିଆପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ରାସ୍ତା ସାଜିଛି ମରଣଯନ୍ତା
ଚାନ୍ଦୋତରା ରୁ ଗଞ୍ଜିଆପଡା ପର୍ଯ୍ୟନ୍ତ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଥିବାରୁ ହେଉଛି ଅନେକ ଦୃଘଟଣା ସେ ନେଇ ଆଜି ଦିନ ଦ୍ବିପହର ସମୟରେ ସ୍ଥାନୀୟ ବ୍ୟକ୍ତି ରଖିଲେ ପ୍ରତିକ୍ରିୟା