ବଲାଙ୍ଗୀର: ସମଲେଇ ମନ୍ଦିରରେ ପ୍ରତିକ୍ରିୟା ରଖିଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ
ଆଜି ସକାଳ ୧୦ ଟା ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନେ ବଲାଙ୍ଗିର ଗସ୍ତରେ ଆସିଥିଲେ । ବଲାଙ୍ଗିର ସହରରେ ଥିବା ବିଭିନ୍ନ ଦେବାଳୟ ମାନଙ୍କର ଉନ୍ନତିକରଣ କାମ ଦେଖିଥିଲେ । ଏହି ଅବସରରେ କମିଟିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜର ପ୍ରତିକ୍ରିୟା ରଖିଛନ୍ତି ।