ଆଇଆଇଏମ୍ ସମ୍ବଲପୁରରେ ଆନ୍ତର୍ଜାତୀୟ POMS ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଗ୍ଲୋବାଲ୍ ବିଶେଷଜ୍ଞମାନଙ୍କ ଏକତ୍ରୀକରଣ ଓପରେସନ୍ସ ଓ ସପ୍ଲାଇ-ଚେନ୍ ପରିଚାଳନାର ଭବିଷ୍ୟତ ଉପରେ ଆଲୋଚନା ହୋଇଥିଲା। ଦେଶର ପ୍ରମୁଖ ପରିଚାଳନା ସଂସ୍ଥା ଆଇଆଇଏମ୍ ସମ୍ବଲପୁରରେ ପ୍ରୋଡକ୍ସନ୍ ଏବଂ ଓପରେସନ୍ସ ମ୍ୟାନେଜମେଣ୍ଟ ସୋସାଇଟି ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମେଳନ–୨୦୨୫ ସଫଳତାର ସହ ସମ୍ବଲପୁର ରେ ଆୟୋଜିତ ହୋଇଛି । POMS ଇଣ୍ଡିଆ ଚ୍ୟାପ୍ଟର ସହଯୋଗରେ ଆୟୋଜିତ ଏହି ଚାରିଦିନିଆ ସମ୍ମେଳନରେ ଦେଶ-ବିଦେଶର ଅଗ୍ରଣୀ ଶିକ୍ଷାବିଦ, ଗବେଷକ ଓ ଶିଳ୍ପ ନେତାମାନେ ଅଂଶଗ୍ରହଣ କରି, ଓପରେସନ୍ସ ଓ ସପ୍