Public App Logo
Jansamasya
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
No video available

ଭଣ୍ଡାରିପୋଖରୀ: ଫ୍ରାନ୍ସରେ ଚାଲିଥିବା ଆନ୍ତର୍ଜାତୀୟ ହୁଇଲ ଚେୟାର ଫ୍ୟାନ୍ସି ଓପନ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ଜିତିଲେ ଭଣ୍ଡାରିପୋଖରୀର ରାଖାଲ

ଫ୍ରାନ୍ସ ଠାରେ ଚାଲିଥିବା ଆନ୍ତର୍ଜାତୀୟ ହୁଇଲ ଚେୟାର ଫ୍ୟାନ୍ସି ଓପନ ଟୁର୍ଣ୍ଣାମେଣ୍ଟରେ ଭଣ୍ଡାରିପୋଖରୀର ରାଖାଲ ସେଠୀ ରୌପ୍ୟ ଜିତିଛନ୍ତି। ଏ ନେଇ ଆଜି ଅପରାହ୍ନରେ ସୂଚନା ମିଳିଛି। ଫାଇନାଲରେ ଚେଉ ଯେଭିଲେ ନୋହାଙ୍କ ଠାରୁ ୧୮-୮ ରେ ହାରି ରୌପ୍ୟ ପଦକ ହାସଲ କରିଛନ୍ତି ରାଖାଲ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି।

MORE NEWS

ଭଣ୍ଡାରିପୋଖରୀ: ଫ୍ରାନ୍ସରେ ଚାଲିଥିବା ଆନ୍ତର୍ଜାତୀୟ ହୁଇଲ ଚେୟାର ଫ୍ୟାନ୍ସି ଓପନ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ଜିତିଲେ ଭଣ୍ଡାରିପୋଖରୀର ରାଖାଲ - Bhandari Pokhari News