ସୋମବାର ରାତି ପ୍ରାୟ ୯.୩୦ ଟାରେ ବାରିପଦା ସହରର ୧୦ ନଂ ୱାର୍ଡ଼ ର ଲାଲବଜାର ଠାରେ ପ୍ରିନ୍ସ ଆନିମଲ ୱେଲଫାୟର ଟ୍ରଷ୍ଟ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ।