ଆଠମଲ୍ଲିକ: ମଦୁଆ ଚାଳକ ଗିରଫ ବାଇକ ଜବତ
ଅନୁଗୋଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ଦିନ ହଣ୍ଡପା ଅଞ୍ଚଳ ରେ ଗାଡି ମଟର ଯାଞ୍ଚ କରିଛି l ଉଭୟ ପାର୍ଶ୍ଵ ରୁ
ଆସୁଥିବା ସମସ୍ତ ବାଇକ ଗୁଡିକ ଅଟକାଇ ଯାଞ୍ଚ କରା ଯାଇଥିଲା l ଏହି ସମୟ ରେ ମଦ୍ୟ ପାନ କରି ବାଇକ ଚଳାଉଥିବା ଅଭିଯୋଗ ରେ ହିଞ୍ଜିରିଡା ଗ୍ରାମର ସୁମନ୍ତ ବେହେରା ଙ୍କୁ ଗିରଫ କରା ଯାଇଛି l ଏ ନେଇ ତାଙ୍କ ବାଇକ ନମ୍ବର (ଓ଼ଆର 19 ଜି 0721) କୁ ଜବତ କରା ଯାଇଛି l ପୋଲିସ କହିଛି ଜେ ସୁମନ୍ତ ମଦ୍ୟ ପାନ କରି ଦୃତଗତି ରେ ବାଇକ ଚଳାଉଥିବା ବେଳେ ପୋଲିସ ତାଙ୍କୁ ଯାଞ୍ଚ କରି ଗିରଫ କରିଥିଲା l ଏ ନେଇ ରବିବାର ସନ୍ଧ୍ୟା 6:30 ରେ ହଣ୍ଡପା ପୋଲିସ ସୂଚନା