ଫୁଲବାଣି ଠାରେ ଦୁଇ ମାଓବାଦୀ ଙ୍କ ପ୍ରାର୍ଥିବ ଶରୀର କୁ କନ୍ଧମାଳ ପୋଲିସ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଛି, ରବିବାର ଅପରାହ୍ନ ସମୟରେ ଏହି କେସର ଆୟକ ଙ୍କ ସୁଚନା ଅନୁସାରେ ଆୟ ମାନସ ବରିକ ଫୁଲବାଣୀ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱ ରହିଥିବା ବେଳେ ଦୁଇ ଜଣ ସାକ୍ଷୀ ଙ୍କ ଉପସ୍ଥିତ ରେ ଦୁଇ ମର ଶରୀର ଅନ୍ତିମ ଦୁଇ ସଂସ୍କାର କରାଯାଇଛି, ନିୟମ ଅନୁସାରେ 96ଘଣ୍ଟା ମଧ୍ୟରେ କୈଣସି ସମ୍ପର୍କୀୟ ଚିହ୍ନଟ କରି ଶବକୁ ନେବାର ନିୟମ ରହିଥିବା ବେଳେ 96ଘଣ୍ଟା ବିତିଯାଇଥିଲେ ସୁଧା କେହି ଆସିନଥିବାରୁ କନ୍ଧମାଳ ପୋଲିସ ଦ୍ୱାରା ଦୁଇ ମାଓବାଦୀ ଙ୍କ ଶବ କୁ କବର କରାଯାଇଥିବା ନେଇ ସୁଚନା ମିଳିଛି