ଢେଙ୍କାନାଳ ସ୍ଥାନୀୟ ରାଜବାଟୀ ଚୌକ ନିକଟରେ ଶ୍ରୀଅରବିନ୍ଦ ଜିଲ୍ଲା ପାଠଚକ୍ର ସଂଗଠନ ସୌଜନ୍ୟରୁ ଏକ ଦିବସୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ସଭାମୁଖ୍ୟ ନିରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ପ୍ରାତଃ ୯ ଘଟିକାରେ ସୁଶ୍ରୀ ଶରତ କୁମାର ଭଞ୍ଜ ମାତୃପତାକା ଉତୋଳନ କରିବା ପରେ ସମସ୍ତ ସଭ୍ୟସଭ୍ୟା ମାନେ ବନ୍ଦେ ମାତରଂ ଗାନ କରିଥିଲେ । ପ୍ରାତଃ ୧୦ ଘଟିକା ସମୟରେ ସନ୍ତୋଷ କୁମାର ସାଇଁଙ୍କ ପରିଚାଳନାରେ ମାତୃ ସଙ୍ଗୀତ ଗାନ ସହିତ ସମୂହ ଧ୍ୟାନ କରାଯିବା ପରେ ଅଜୟ କୁମାର ବଳ ସାବିତ୍ରୀ କାବ୍ୟରୁ ଗୋଟିଏ ଆଂଜା ପାଠ କରିବା ପରେ ଶରତ କୁମାରୀ ଭଞ୍ଜ ଦୁର୍ଗା ସ୍ତୋତ୍ର ପାଠ କରିଥିଲେ । ରା