ଡ଼ିସେମ୍ବର ୭ତାରିଖ ସକାଳ ୧୦ଟା ସମୟରେ ସେକ୍ଟର ୧୬ସ୍ଥିତ ଶ୍ରମିକ ଭବନ thare ସିଟୁର ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ୭ମ ଜିଲ୍ଲା ସମିଳନୀକୁITU ରାଷ୍ଟ୍ରୀୟ ଉପାଧକ୍ଷ କମ୍ରେଡ ବିଷ୍ଣୁ ମହାନ୍ତି ଉଦଘାଟନ କଲେ, ଏହି ସମିଳନୀରେ ଇସ୍ପାତ, ଖଣି, ଠିକା, ଶିଳ୍ପ, ଆଶା, ଅଙ୍ଗନବାଡି, କୋଇଲା, ପରିବହନ ଶତାଧିକ ଶ୍ରମିକ ନେତୃତ୍ୱ nebe ବୋଲି ସିଟୁ ସୁନ୍ଦରଗଡ଼ ଜିଲ୍ଲା କମିଟିର ସମ୍ପାଦକ ରାଜ କିଶୋର ପ୍ରଧାନ ଜଣାଇଛନ୍ତି