କୌଶଳ କଳାମଣ୍ଡପ ପଡିଆରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାକୁ ନେଇ ବିଧାୟକ ପ୍ରତିକ୍ରିୟା ରଖିଛନ୍ତି। ବିଧାୟକ କହିଛନ୍ତି, ଏପରି ମେଳା ଦ୍ୱାରା ଚାଷୀମାନେ ଆଧୁନିକ କୃଷି ଯନ୍ତ୍ରପାତି ବିଷୟରେ ଜାଣିପାରୁଛନ୍ତି ଏବଂ କୃଷି କାର୍ଯ୍ୟ ସହଜ ହେଉଛି। ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।