ଏକ ମାସ ହେଲା ସାମସିଂଘା ଗ୍ରାମର ନାବାଳିକା ଅପହରଣ ଘଟଣାର ଟେର ପାଉନି ପୋଲିସ , ଚିନ୍ତାରେ ପରିବାର ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ସାମସିଙ୍ଗା ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ଅପହରଣ ଘଟଣାକୁ ପାଖାପାଖି ୧ ମାସ ବିତିଯାଇଛି। ନାବାଳିକା ଜଣକ ଗତ ଡିସେମ୍ବର ମାସ ୧୪ ତାରିଖ ରାତିରେ ଘରୁ ଅପହରଣ ହୋଇଯାଇଥିଲେ। ଝିଅକୁ ଅନେକ ଖୋଜାଖୋଜି କରି ନିରାଶ ହେବାରୁ ୧୫ ତାରିଖ ଅପରାହ୍ନରେ ରେଢ଼ାଖୋଲ ଥାନାର ଦ୍ବାରସ୍ଥ ହୋଇ ଥିଲେ ନାବାଳିକାଙ୍କ ବାପା। ଅଭିଯୋଗ ଅନୁଯାଇ ନାବାଳିକାଙ୍କ ସନ୍ଧାନ ଆରମ୍ଭ ହୋଇ ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ନାବାଳିକାଙ୍କ କୌଣସି ଖୋଜଖବର