ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ଛୁଇଁଥିବା ବେଳେ ଚହଲା ରେ ୭ ଡିଗ୍ରୀ, ଗୁଡୁଗୁଡିଆ ରେ ୮ ଡିଗ୍ରୀ , ରାମତୀର୍ଥ ରେ ୧୩ ଡ଼ିଗ୍ରୀ, ସାତକୋଶିଆ ରେ ୧୪ ଡିଗ୍ରୀ ଓ କିଆଝରି ରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ନେଇ RCCF ପ୍ରକାଶ ଚାନ୍ଦ ଗୋଗୀନେନି ଆଜି ସକାଳୁ ଏକ ପ୍ରେସ ନୋଟ ଯୋଗେ ସୂଚନା ଦେଇଛନ୍ତି।