ଆଜି ସନ୍ଧ୍ୟା ୭.୩୦ସମୟରେ ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୦ଟା ସମୟରେ ବୌଦ୍ଧ ଅବକାରୀ ପୋଲିସ ଗଞ୍ଜେଇ କାରବାର ଖବର ପାଇ, ବୌଦ୍ଧ ଥାନା ଅନ୍ତର୍ଗତ ସମାପାଜୁ ଜଙ୍ଗଲରେ ଚଢ଼ାଉ କରି ୩୦କେଜି ଗଞ୍ଜେଇ ଜବତ Podcast l ଏହି ଚଢ଼ାଉରେ କୋଣସି ଆସାମୀ ଧରା ପଡ଼ିନଥିବା ବେଳେ l ଆଜି ଅପରାନ୍ହ ପାଖପାଖି ୫ଟା ସମୟରେ ଜବତ ୩୦କେଜି ଗଞ୍ଜେଇକୁ ମାନ୍ୟବର ଜିଲ୍ଲା ସେସନ ଜଜଙ୍କ ଅଦାଲତର ଦ୍ୱାରସ୍ତ କରାଯଇଛି l ଏନେଇ ବୌଦ୍ଧ ଅବକାରୀ ଥାନାର ASI ଅସିତକୁମାର ପ୍ରଧାନ ସୂଚନା ଦେଇଛନ୍ତି l